ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପାଇଁ ବ୍ୟାପିଲା କରୋନା: ସଞ୍ଜୟ ରାୱତ

ମୁମ୍ବାଇ: ଶିବସେନା ନେତା ସଞ୍ଜୟ ରାୱତ ମୁମ୍ବାଇରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଅଜବ ଯୁକ୍ତି ରଖିଛନ୍ତି। ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ପାଇଁ କରୋନା ଭାଇରସର ବିସ୍ତାର ହୋଇଛି ବୋଲି ସେ କହିଛନ୍ତି। ରାୱତଙ୍କ କହିବା ମୁତାବକ ଯେ ଗୁଜରାଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଆୟୋଜିତ ହୋଇଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଯୋଗୁଁ ଏହି ସଂକ୍ରମଣ ପରେ ମୁମ୍ବାଇ ଏବଂ ଦିଲ୍ଲୀରେ ବ୍ୟାପିଗଲା। ୨୪ … Continue reading ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପାଇଁ ବ୍ୟାପିଲା କରୋନା: ସଞ୍ଜୟ ରାୱତ